କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ନିରବ ପ୍ରାର୍ଥନା: ୨ ମିନିଟ୍ ଅଟକି ଗଲା ରାଜଧାନୀ ଟ୍ରାଫିକ

ଭୁବନେଶ୍ବର: ସମୟ ସନ୍ଧ୍ୟା ୬ଟା। ଟ୍ରାଫିକ୍‌ ଛକମାନଙ୍କରେ ଅଟକିଯାଇଥିଲା ସବୁ ଗାଡ଼ି। ଝିପିଝିପି ବର୍ଷା ସତ୍ତ୍ୱେ ଗାଡ଼ିରୁ ଓହ୍ଲାଇ ନିରବ ମୁଦ୍ରାରେ ଦଣ୍ଡାୟମାନ ହୋଇଥିଲେ ଶହଶହ ଜନତା। କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ, ପ୍ରତିବଦ୍ଧତା, ନିଷ୍ଠା ଓ ସେବାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ବିଭିନ୍ନ ଛକମାନଙ୍କରେ ଦେଖିବାକୁ ମିଳିଥିଲା ଏଭଳି ଭବ୍ୟ ଓ କୃତଜ୍ଞତାର ଦୃଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଆଜି ସନ୍ଧ୍ୟା ୬ଟ‌ାରେ ଯିଏ ଯେଉଁଠାରେ ଥିଲେ ଅଟକିଯାଇଥିଲେ। କିଏ … Continue reading କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ପାଇଁ ନିରବ ପ୍ରାର୍ଥନା: ୨ ମିନିଟ୍ ଅଟକି ଗଲା ରାଜଧାନୀ ଟ୍ରାଫିକ